ଶେଷ ହେଲା ୫ଜି ସ୍ପେକ୍ଟ୍ରମ୍ ନିଲାମ : ସରକାର ପାଇବେ ୧,୫୦,୧୭୩ କୋଟି

ନୂଆଦିଲ୍ଲୀ : ସାତ ଦିନ ଚାଲିବା ପରେ ଶେଷ ହୋଇଛି ୫ଜି ସ୍ପେକ୍ଟ୍ରମ ନିଲାମ। ଗତ ଶୁକ୍ରବାର ଦିନ ସୁଦ୍ଧା ଗୋଟିଏ ସର୍କଲକୁ ଛାଡ଼ି ଅନ୍ୟ ସମସ୍ତ ସର୍କଲ ପାଇଁ ନିଲାମ ଶେଷ ହୋଇଯାଇଥିଲା। କିନ୍ତୁ କେବଳ ୟୁପି (ପୂର୍ବ) ସର୍କଲ ପାଇଁ ନିଲାମ ତୀବ୍ର ପ୍ରତିଦ୍ବନ୍ଦିତାମୂଳକ ହେବା ସହ ଜାରି ରହିଥିଲା। ଶେଷରେ ଏହା ସୋମବାରଦିନ ଶେଷ ହୋଇଛି। ଏହି ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର … Continue reading ଶେଷ ହେଲା ୫ଜି ସ୍ପେକ୍ଟ୍ରମ୍ ନିଲାମ : ସରକାର ପାଇବେ ୧,୫୦,୧୭୩ କୋଟି